ଡର ମାଡିବା
(ଅମୁକକୁ) ଭୟ ବୋଧ ହେବା — Being afraid; being overpowered with a feeling of dread.
(ଯଥା— ଏ କାମ କରିବାକୁ ମୋତେ ଭାରି ଡର ମାଡୁଛି )