ଡହକିବା

ଉଇକିଅଭିଧାନ‌ରୁ

ଡହକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଦହ ଧାତୁ; ସଂସ୍କୃତ - ଧୂକ୍ଷ ଧାତୁ)[ସମ୍ପାଦନା]

୧. ଦହକିବା, ରଡ଼ନିଆଁଯୁକ୍ତ ହେବା; (ଜଳନ୍ତା ଅଙ୍ଗାର) ଦାଉ ଦାଉ କରିବା —୧. To be full of blazing fire or live charcoal.

(ଯଥା—ଚୁଲିଟା ଡହକୁଛି )

୨. ଉତ୍ତପ୍ତ ହୋଇ ପାଚି ଯିବା — ୨. To become red-hot or blazing.

(ଯଥା—କମାରର ଲେହୀ ଉପରେ ଲୁହା ଖଣ୍ଡ ଡହକୁଛି )