ଡାଆଁଣବାଆଁଣ କରିବା

ଉଇକିଅଭିଧାନ‌ରୁ

ଡାଆଁଣବାଆଁଣ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

ଶଗଡ଼ରେ ବା ହଳରେ ଡାହାଣ ପାଖରେ ଯୋଚା ହୋଇଥିବା ବଳଦକୁ ବାଆଁ ପାଖରେ ଓ ବାଆଁ ପାଖରେ ଯୋଚା— ହୋଇଥିବା ବଳଦକୁ ଡାହାଣ ପାଖେ ଯୋଚିବା— To change the bullock of the right side to the left side of the yoke and vice versa.