ଡାଆଁଣ ବାଆଁଣ ବୁଲାଇବା

ଉଇକିଅଭିଧାନ‌ରୁ

ଡାଆଁଣ ବାଆଁଣ ବୁଲାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଛଳନାକ୍ରମେ କୌଣସି ବ୍ୟକ୍ତିକୁ ଏକ ଏକ ସ୍ଥାନରୁ ଅନ୍ୟ ଅନ୍ୟ ସ୍ଥାନକୁ ନେବା — ୧. (figurative) To lead a person from place to place under various pretexts or under false scents.

(ଯଥା—ଗିରଫଦାରୀ ଆସାମୀ ଚୋରା ମାଲ କେଉଁଠାରେ ଅଛି ଏହା ଦେଖାଇବା ନିମନ୍ତେ ୩ ଦିନ ହେଲା ପୁଲିସ ଜମାଦାରଙ୍କୁ ଡାଆଁଣ ବାଆଁଣ ବୁଲାଉଛି)

୨. (ଲକ୍ଷଣାର୍ଥ) ହଇରାଣ କରିବା — ୨. (figurative) To harass.