ଡାଇ ପ୍ରେସ୍

ଉଇକିଅଭିଧାନ‌ରୁ

ଡାଇ ପ୍ରେସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ) (ଛାପାଖାନା ବ୍ୟବହୃତ ଶବ୍ଦ)[ସମ୍ପାଦନା]

ଫଳକରୁ ଉପରକୁ ଉଠିଥିବା ଅକ୍ଷର ଓ ମନୋଗ୍ରାମ୍ ଆଦି ଛାପିବାର କଳ —Die-press.