ଡାଏମନ୍

ଉଇକିଅଭିଧାନ‌ରୁ

ଡାଏମନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ଡାୟାମଣ୍ଡ୍)[ସମ୍ପାଦନା]

୧. ହୀରକ; ହୀରା — ୧. Diamond.
୨. ତାସର ଠିକିରି ରଙ୍ଗ — ୨. Diamond in card-play.
୩. ହୀରା ପରି କୋଣବିଶିଷ୍ଟ ହୋଇ କଟା ହୋଇଥିବା କାରୁକର୍ମ —୩. Artistic cutting made in ornaments.