ଡାକି ମଧ୍ୟମା
(ଡାକିମଧ୍ୟା—ଅନ୍ୟରୂପ)
ଯେଉଁ ସ୍ତ୍ରୀର କଟି ଡାକି ବା ଡମରୁର ମଧ୍ୟ ପରି ସରୁ; ଡମରୂମଧ୍ୟା — Slender-waisted (woman).
ଡାକିମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଡ. ଗୀତ