ଡାକୁ
ଦେଖଣା
ଡାକୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡ=ଶବ୍ଦ. ସଂସ୍କୃତ - ହୁଂକାର; ସଂସ୍କୃତ - ଦସ୍ୟୁ)
[ସମ୍ପାଦନା]- ୧. ଡକାଇତ —Dacoit; robber.
- ୨. ପ୍ରବଞ୍ଚକ ବ୍ୟକ୍ତି; ଠକ —୨. A swindler.
- ୩. ଡକାଇତି —୩. Dacoity; robbery.
ବିଶେଷଣ -
[ସମ୍ପାଦନା]୧ : ବିଖ୍ୟାତ —୧. Famous; notorious.
(ଯଥା—ତାଙ୍କ ନା ଭାରି ଡାକୁ )
୨ : ପ୍ରବଞ୍ଚକ —୨. Swindling.