ଡାକୁଆ

ଉଇକିଅଭିଧାନ‌ରୁ

ଡାକୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡାକେଈ, ଡାକୋୡସ୍ତ୍ରୀ

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. (ଡାକ ଦେବା ଲୋକ) ଦଣ୍ଡୁଆସୀ ବା ଚଉକିଆ —୧. Watchman.
୨. ଯେ ଚିତ୍କାର କରେ — ୨. A shouter.
୩. ଯେ ଡାକିବାକୁ ଯାଏ; ଆହ୍ୱାନବାହକ ବ୍ୟକ୍ତି — ୩. A caller; a messenger.

କାଲି ଯିବା ବୋଲିଟି ଟମକ ବଜାଇ ଡାକୁଆକୁ ବୋଇଲେ ହେ ଦେଇଯାଉ କହି—କୃଷ୍ଣସିଂହ. ମହାଭାରତ ଉଦ୍ଗୋଗ

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବିଖ୍ୟାତ —୧. Famous.

୨ : ଚିତ୍କାରକାରୀ —୨. Shouting.