ଡାକେ ବାଟ

ଉଇକିଅଭିଧାନ‌ରୁ

ଡାକେ ବାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଏକ କୁହାଟ ବାଟ; ଜଣକର ଉଚ୍ଚ ଡାକ ଯେତେଦୂରକୁ ଶୁଭେ ସେହି ଦୁରତ୍ୱର ପଥ — ୨. A call's distance.
୨. ପ୍ରାୟ ଏକ କ୍ୱାର୍ଟର୍ ମାଇଲ —୨. A distance of about one quarter of a mile.
୩. ଡାକବୁହା ଘୋଡା ବା ମନୁଷ୍ୟମାନେ ଏକ ହପ୍ପା ବା ଗତିରେ ଯେତେ ବାଟ ଯିବେ; ମଜଲ; ପ୍ରାୟ ୧ ମାଇଲ୍ ବାଟ —୩. ୧୦ miles; the distance travelled by one relay of post-horses or dark-bearers at one stretch; stage.

[ଦ୍ରଷ୍ଟବ୍ୟ —ଏହିପରି ୨ ଡାକ ବାଟ, ୩ ଡାକ ବାଟ ଇତ୍ୟାଦି ପ୍ରୟୋଗ ହୁଏ ]