ଡାକ୍ତର

ଉଇକିଅଭିଧାନ‌ରୁ

ଡାକ୍ତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଡାକ୍ତରାଣୀ, ଡାକ୍ତରିଆଣୀ—ସ୍ତ୍ରୀ.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡକ୍ଟର୍)[ସମ୍ପାଦନା]

୧. ପାଶ୍ଚାତ୍ୟ ରୀତିରେ ଚିକିତ୍ସା କରିବା ଚିକିତ୍ସକ — ୧. Doctor allopath.

[ ଦ୍ର—ପଶୁଚିକିତ୍ସକମାନଙ୍କୁ ପଶୁ ଡାକ୍ତର ସ୍ତ୍ରୀ ଚିକିତ୍ସକମାନଙ୍କୁ ଲେଡୀ ଡାକ୍ତରି ଓ ଡାକ୍ତରି ବ୍ୟବସାୟ କରୁଥିବା ଦେଶିଲୋକ ମାନଙ୍କୁ ନେଟିଭ୍ ଡାକ୍ତର ବୋଲାଯାଏ ]

୨. କୌଣସି ବିଦ୍ୟାରେ (ଯଥା; ଆଇନ୍ ଚିକିତ୍ସାଶାସ୍ତ୍ର, ଦର୍ଶନ, ସାହିତ୍ୟ, ଖ୍ରୀଷ୍ଟାନ୍ଙ୍କ ଧର୍ମଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିବାର ନିଦର୍ଶନସ୍ୱରୂପ ବିଶ୍ୱବିଦ୍ୟାଳୟରୁ ଉଚ୍ଚତମ ଉପାଧି ଲାଭ କରିଥିବା ବ୍ୟକ୍ତି) —୨. Doctor, a person who has got the title of Doctor in law, medicine, theology, divinity etc from a university.