ଡାକ୍ତରି
ଦେଖଣା
ଡାକ୍ତରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଲିଂ. ଡକ୍ଟର+ଓଡ଼ିଆ ପ୍ରତ୍ୟୟ ଇ)
[ସମ୍ପାଦନା]- ୧. ପାଶ୍ଚାତ୍ୟ ଚିକିତ୍ସା ପ୍ରଣାଳୀ — ୧. The western system of medical treatmently-allopathy.
- ୨. ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନ — ୨. The western medical science.
- ୩. ଡାକ୍ତର ବ୍ୟବସାୟ — ୩. The profession of a doctor.
ବିଶେଷଣ -
[ସମ୍ପାଦନା]- ୧. ପାଶ୍ଚାତ୍ୟ ଚିକିତ୍ସା ସମ୍ୱନ୍ଧୀୟ —୧. Relating to the western medical science; allopathic.