ଡାକ୍ତରି

ଉଇକିଅଭିଧାନ‌ରୁ

ଡାକ୍ତରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲିଂ. ଡକ୍ଟର+ଓଡ଼ିଆ ପ୍ରତ୍ୟୟ ଇ)[ସମ୍ପାଦନା]

୧. ପାଶ୍ଚାତ୍ୟ ଚିକିତ୍ସା ପ୍ରଣାଳୀ — ୧. The western system of medical treatmently-allopathy.
୨. ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନ — ୨. The western medical science.
୩. ଡାକ୍ତର ବ୍ୟବସାୟ — ୩. The profession of a doctor.

ବିଶେଷଣ -[ସମ୍ପାଦନା]

୧. ପାଶ୍ଚାତ୍ୟ ଚିକିତ୍ସା ସମ୍ୱନ୍ଧୀୟ —୧. Relating to the western medical science; allopathic.