ଡାକ୍ତର ଖାନା
ଦେଖଣା
ଡାକ୍ତର ଖାନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡାକ୍ତର ଖାନା
|
=== ବୈଦେଶିକ - ବିଶେଷ୍ୟ - (ଇଂ ଡକ୍ଟର+ଫା, ଖାନା=ସ୍ଥାନ, ଗୃହ)
- ୧. ପାଶ୍ଚାତ୍ୟ ଚିକିତ୍ସା ପ୍ରଣାଳିରେ ଚିକିତ୍ସା କରା ଯିବାର ଆଳୟ; ଚିକିତ୍ସାଳୟ; ହାସପାତାଳ — ୧. Hospital.
- ୨. ଯେଉଁଠାରେ ରୋଗୀମାନଙ୍କୁ ଔଷଧ ବିତରଣ ବା ବିକ୍ରି କରାଯାଏ; ଔଷଧାଳୟ —୨. Dispensary.