ଡାକ ଚଉକା
ଦେଖଣା
ଡାକ ଚଉକା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡାକ ଘର (ଦେଖ) - ୧. Ḍāka ghara (See).
ଅନୁବାଦ
[ସମ୍ପାଦନା]ଡାକ ଚଉକି, ଡାକଚୌକା, ଡାକଚୌକିଅନ୍ୟରୂପ ===
- ୨. ଯେଉଁଠାରେ ଡାକଦ୍ୱାରା ଯିବା ଆସିବା କରିବା ପାଲିକି ବା ଗାଡ଼ିର ବେହେରା ବା ଘୋଡାମାନଙ୍କର ବଦଳି ହୁଏ — ୨. A place where post- horses or post-bearers are changed.
- ୩. ଯେଉଁଠାରେ ଡାକ ରନର୍ମାନଙ୍କର ବଦଳି ହୁଏ — ୩. A place where postal-runners are renewed.