ଡାକ ଚଉକା

ଉଇକିଅଭିଧାନ‌ରୁ

ଡାକ ଚଉକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଡାକ ଘର (ଦେଖ) - ୧. Ḍāka ghara (See).


ଅନୁବାଦ[ସମ୍ପାଦନା]

ଡାକ ଚଉକି, ଡାକଚୌକା, ଡାକଚୌକିଅନ୍ୟରୂପ ===

୨. ଯେଉଁଠାରେ ଡାକଦ୍ୱାରା ଯିବା ଆସିବା କରିବା ପାଲିକି ବା ଗାଡ଼ିର ବେହେରା ବା ଘୋଡାମାନଙ୍କର ବଦଳି ହୁଏ — ୨. A place where post- horses or post-bearers are changed.
୩. ଯେଉଁଠାରେ ଡାକ ରନର୍ମାନଙ୍କର ବଦଳି ହୁଏ — ୩. A place where postal-runners are renewed.