ଡାକ ଟିକିଲି
ଦେଖଣା
ଡାକ ଟିକିଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାକ ଟିକିଲି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡାକ ଟିକଟ୍ (ଦେଖ) - ୧. Ḍāka ṭikaṭ (See)
- ୨. ସ୍ତ୍ରୀଲୋକମାନେ କପାଳରେ ମାରିବା ଚକଚକିଆ ଟିଣ ପାତିଆରେ ନିର୍ମିତ ଟିକିଲି ବା ଚକତି — ୨. A small circular bit of tinfoil put on the middle of the brow of females.