ଡାକ ତୁରୁପ

ଉଇକିଅଭିଧାନ‌ରୁ

ଡାକ ତୁରୁପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଓ. ଡାକ+ଇଂରାଜୀ - ଟ୍ରମ୍ପ୍)[ସମ୍ପାଦନା]

ତାସର ଏକପ୍ରକାର ଖେଳ — A kind of game at cards; a kind of whist-play.

[ ଦ୍ର—ଏଥିରେ କୌଣସି ଖେଳାଳିଙ୍କ ହାତରେ ୩ ଖଣ୍ଡ କ୍ରମୋଚ୍ଚ ସଂଖ୍ୟକ ତାସ୍ ପଡ଼ିଲେ ସେ ଅପର ପକ୍ଷକୁ ଡାକି ବା ଡାକମାରି ଏ ବିଷୟ ଜଣାଇ ଦିଅନ୍ତି ]