ଡାକ ବଦଳି
ଦେଖଣା
ଡାକ ବଦଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡାକ ବୋହିବା ଘୋଡ଼ା ବା ବେହେରା ମାନଙ୍କ ପରିବର୍ତ୍ତନ —୧. Change of relays of horses or palky-bearers at staging places.
- ୨. ଜଣେ ଡାକ ରନର ନିର୍ଦ୍ଦିଷ୍ଟ ଦୂରତ୍ୱ ଅତିକ୍ରମ କରିବା ପରେ ପରବର୍ତ୍ତୀ ଦୂରତ୍ୱ ପାଇଁ ନିଯୁକ୍ତ ଡାକ ରନର ତା ଠାରୁ ଡାକ ମୁଣିର ଭାର ଗ୍ରହଣ କରିବା —୨. Change of the post-bag between ୨ runners.