ଡାକ ବଦଳି

ଉଇକିଅଭିଧାନ‌ରୁ

ଡାକ ବଦଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଡାକ ବୋହିବା ଘୋଡ଼ା ବା ବେହେରା ମାନଙ୍କ ପରିବର୍ତ୍ତନ —୧. Change of relays of horses or palky-bearers at staging places.
୨. ଜଣେ ଡାକ ରନର ନିର୍ଦ୍ଦିଷ୍ଟ ଦୂରତ୍ୱ ଅତିକ୍ରମ କରିବା ପରେ ପରବର୍ତ୍ତୀ ଦୂରତ୍ୱ ପାଇଁ ନିଯୁକ୍ତ ଡାକ ରନର ତା ଠାରୁ ଡାକ ମୁଣିର ଭାର ଗ୍ରହଣ କରିବା —୨. Change of the post-bag between ୨ runners.