ଡାକ ମାରିବା
ଦେଖଣା
ଡାକ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାକ ମାରିବା
|
ଦେଶଜ - କ୍ରି.
[ସମ୍ପାଦନା]ଉଚ୍ଚୈଃସ୍ୱରରେ ଚିତ୍କାର କରିବା; ଡାକିବା — To call out; to halloo; to shout.
ଡାକ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଡାକ ଛାଡ଼ିବା; ଉଚ୍ଚୈଃସ୍ୱରରେ ଚିତ୍କାର କରିବା
- ୨. ଦୂରସ୍ଥ ବ୍ୟକ୍ତିକୁ ଉଚ୍ଚୈଃସ୍ୱରରେ ଡାକିବା