ଡାକ ମୁନ୍ସି
(ଡାକ ମୁନିସି; ଡାକ ମୁନୁସୀ,—ଅନ୍ୟରୂପ)
ଡାକ ବାବୁ (ଦେଖ) - Ḍāka bābu (See)
[ଦ୍ରଷ୍ଟବ୍ୟ —ପୋଷ୍ଟମାଷ୍ଟର୍ ଓଡ଼ିଆ ବା ବଙ୍ଗାଳି ହିନ୍ଦୁ ହୋଇଥିଲେ ଲୋକେ ତାଙ୍କୁ ଡାକ ବାବୁ ଏବଂ ମୁସଲମାନ ବା ପଶ୍ଚିମା ହୋଇଥିଲେ ତାକୁ ଡାକୁମୁନ୍ସି ଡାକନ୍ତି]