Jump to content

ଡାଗର

ଉଇକିଅଭିଧାନ‌ରୁ

ଡାଗର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ତୁଳ ବଙ୍ଗାଳୀ - ଡାଗର; ସଂସ୍କୃତ - ଦୀର୍ଘ)

[ସମ୍ପାଦନା]
୧. ବଡ —୧. Big; great.
୨. ଡେଙ୍ଗା —୨. Tall.