ଡାଙ୍କିଣୀ

ଉଇକିଅଭିଧାନ‌ରୁ

ଡାଙ୍କିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଡାକିଣୀ, ଡଙ୍କୁଣୀଅନ୍ୟରୂପ

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଡାକିନୀ)[ସମ୍ପାଦନା]

ଡାକିନୀ; କାଳୀଙ୍କ ଗଣଭୁକ୍ତା ଅପଦେବତା; ଯୋଗିନୀ — ୧. The female attendants of Goddess Kāḻī.

୨. ଡାହାଣୀ — ୨. Witch; sorceress.
୩. (ଗାଳିରେ ବ୍ୟବହୃତ) ଦୁଷ୍ଟା ସ୍ତ୍ରୀ — ୩. Wicked woman.
୪. ଝାଡ଼ାକଇ ରୋଗ —୪. Cholera.

(ଯଥା—ଡାହାଣୀ ତଳେ ନୋଟ ଦେଖ )