Jump to content

ଡାଙ୍କେଣୀ

ଉଇକିଅଭିଧାନ‌ରୁ

ଡାଙ୍କେଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଡାକି(କୁ)(କେ)ଣୀ, ଡଙ୍କୁଣୀଅନ୍ୟରୂପ

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଡାକିନୀ)

[ସମ୍ପାଦନା]

ଡାକିନୀ; କାଳୀଙ୍କ ଗଣଭୁକ୍ତା ଅପଦେବତା; ଯୋଗିନୀ — ୧. The female attendants of Goddess Kāḻī.

୨. ଡାହାଣୀ — ୨. Witch; sorceress.
୩. (ଗାଳିରେ ବ୍ୟବହୃତ) ଦୁଷ୍ଟା ସ୍ତ୍ରୀ — ୩. Wicked woman.
୪. ଝାଡ଼ାକଇ ରୋଗ —୪. Cholera.

(ଯଥା—ଡାହାଣୀ ତଳେ ନୋଟ ଦେଖ )