ଡାଙ୍ଗ
ଦେଖଣା
ଡାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ)
[ସମ୍ପାଦନା]- ୧. କାଠି —୧. Twig.
- ୨. ବେତ୍ରାଦି ସରୁ ପ୍ରହରଣାସ୍ତ୍ର; ବାଡ଼ି — ୨. Stick; staff.
- ୩. ସରୁ ଛୋଟ ବାଡି; ପାଞ୍ଚଣ — ୩. A slender stick; peg.
ପିଲାଦେନେ ଇଷାକା ଡାଙ୍ଗଟିଏ ନେଇ ଶୁଳ ଦେଲି ତହିଁ ଝିଣ୍ଟିକାଟିଏ ମୁହିଁ କୃଷ୍ଣସିଂହ, ମହାଭାରତ ଆଦି
- ୪. ସରୁ ଓ ଲମ୍ୱ ପତ୍ରଶୂନ୍ୟ ବୃକ୍ଷକାଣ୍ଡ — ୪. Leafless long slender stem of a tree.
ଅନୁବାଦ
[ସମ୍ପାଦନା]ଡାଙ୍ଗ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଅସ୍ତିକଙ୍କାଳସାର (ବ୍ୟକ୍ତି) — (a person) Reduced to skelton.