ଡାଙ୍ଗରାଜ ତୈଳ

ଉଇକିଅଭିଧାନ‌ରୁ

ଡାଙ୍ଗରାଜ ତୈଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଔଷଧ ବୃକ୍ଷାଦିର ଶୁଷ୍କ ଡାଙ୍ଗ ବା କାଣ୍ଡ ଓ ମଲାଙ୍ଗରୁ ପ୍ରସ୍ତୁତ ଏକ ପ୍ରକାର ତୈଳ — A medicinal oil prepared from dry sticks of certain plants.

ଗ୍ରାମ୍ୟ - (ଅଶ୍ଳୀଳ) ବିଶେଷ୍ୟ -[ସମ୍ପାଦନା]

ଶୁକ୍ର; ବୀର୍ଯ୍ୟ —Semen.