ଡାଙ୍ଗୁଆ
ଦେଖଣା
ଡାଙ୍ଗୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଏକାକୀ — Alone.
ବିରେଇ ତ ଘରକୁ ଡାଙ୍ଗୁଆ ମଣିଷବର କନ୍ୟାଙ୍କୁ ବନ୍ଦେଇ ନେଉଛି କିଏ ? ଫକୀରମୋହନ. ଗଳ୍ପସଳ୍ପ
ପ୍ରାଦେଶିକ - (ସିଂହଭୂମ, ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. ଅବିବାହିତ ପୁରୁଷ — ୧. Bechelor.
- ୨. ଯାହାର ସ୍ତ୍ରୀ ମରିଯାଇ ଥାଏ —୨. Widower.
ପ୍ରାଦେଶିକ - (ସୋନପୁର) ବିଶେଷ୍ୟ -
[ସମ୍ପାଦନା]ମାଳିଙ୍କ ପରି ଶୁଦ୍ର ଜାତୀୟ ଠାକୁରାଣୀଙ୍କ ସେବକବିଶେଷ —A caste of Ṡūdra Sebaks of a village-Goddess.
[ ଦ୍ର—ଆଶ୍ୱିନ ପୂଜା ସମୟରେ ଦେବୀ ଏହିମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଠାରେ ଉଭା ହୁଅନ୍ତି ]