ଡାଙ୍ଗୁଆ

ଉଇକିଅଭିଧାନ‌ରୁ

ଡାଙ୍ଗୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଏକାକୀ — Alone.

ବିରେଇ ତ ଘରକୁ ଡାଙ୍ଗୁଆ ମଣିଷବର କନ୍ୟାଙ୍କୁ ବନ୍ଦେଇ ନେଉଛି କିଏ ? ଫକୀରମୋହନ. ଗଳ୍ପସଳ୍ପ

ପ୍ରାଦେଶିକ - (ସିଂହଭୂମ, ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୧. ଅବିବାହିତ ପୁରୁଷ — ୧. Bechelor.
୨. ଯାହାର ସ୍ତ୍ରୀ ମରିଯାଇ ଥାଏ —୨. Widower.

ପ୍ରାଦେଶିକ - (ସୋନପୁର) ବିଶେଷ୍ୟ -[ସମ୍ପାଦନା]

ମାଳିଙ୍କ ପରି ଶୁଦ୍ର ଜାତୀୟ ଠାକୁରାଣୀଙ୍କ ସେବକବିଶେଷ —A caste of Ṡūdra Sebaks of a village-Goddess.

[ ଦ୍ର—ଆଶ୍ୱିନ ପୂଜା ସମୟରେ ଦେବୀ ଏହିମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଠାରେ ଉଭା ହୁଅନ୍ତି ]