Jump to content

ଡାଙ୍ଗୁଆ ମାଙ୍ଗୁଆ

ଉଇକିଅଭିଧାନ‌ରୁ

ଡାଙ୍ଗୁଆ ମାଙ୍ଗୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ବାଲେଶ୍ୱର) ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ଅବିବାହିତ ବ୍ୟକ୍ତି — ୧. Bachelor.

ତୁ କି ସବୁ ଦିନେ ଡାଙ୍କୁଆ ମାଙ୍ଗୁଆ ହୋଇ ରହିଥିବୁ ଫକୀରମୋହ, ଗଳ୍ପସ୍ୱଳ୍ପ

୨. ଏକାକୀ —୨. Lonely; solitary; single.