ଡାବ
ଦେଖଣା
ଡାବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡାବ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡାବଲ; ଛୋଟ ବାଡି — ୧. Small stick.
- ୨. ଏକପ୍ରକାର ଯାଉ — ୨. A kind of gruel.
- ୩. ଔଷଧର ବ୍ୟବସ୍ଥାପତ୍ର — ୩. Medical prescription; recipe.
- ୪. ତାଲିକା —୪. List.
କେତେଜଣ ବନ୍ଧ୍ୟା ଦେବୀଙ୍କ ବରର ପୁତ୍ରଲାଭ କରିଅଛନ୍ତି ସେଥିର ବିଶେଷ ଡାବ ଢେଇ ପାରିବୁ ନାହିଁ—ଫକୀରମୋହନ. ଛମାଣଆଠଗୁଣ୍ଠ
୫ : (ସଂସ୍କୃତ - ଡମ୍ୱର) ଆଡମ୍ୱର —୫. Ado.
ବିଶେଷଣ -
[ସମ୍ପାଦନା]ସୁନ୍ଦର —Graceful.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଓ ହିନ୍ଦୀ - ଏହି ଅର୍ଥରେ ଏ ହିନ୍ଦୀ - ଶବ୍ଦ)
[ସମ୍ପାଦନା]ପଇଡ; ନାଳୀ ନଡିଆ — A raw cocoanut (with thin kernel and full of sweet drinkable water).