ଡାବଲା ହାତି

ଉଇକିଅଭିଧାନ‌ରୁ

ଡାବଲା ହାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡାବଲା ହାତିଆ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (କେନ୍ଦ୍ରାପଡ଼ା ଓ ଯାଜପୁର)ବିଶେଷଣ - (ସଂସ୍କୃତ - ଦାନଶୀଳ ହସ୍ତ)[ସମ୍ପାଦନା]

୧. ଅତିଶକ୍ତ ଦାନଶୀଳ — ୧. Unduly liberal.

ମୁଁ ତ ହେଲି ଦିଅ ପୁରୁଷ ତୁ ତ ହେଲୁ ଡାବଲା ହାତି ବର୍ଷକେ ଗୋଟାଏ ଗୁଆ ସରିଲା, ଘର କରିବା କହ କିମିତି— ଢଗ