ଡାବଲ ପୁଆ
ଦେଖଣା
ଡାବଲ ପୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାବଲ ପୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୁଚି ତାଣ୍ଡୁ ଖେଳ; ଗୁଲି ଡାଙ୍ଗ ଖେଳ; ଗୋରୁ ଜଗୁଆଳ ଓ ଅନ୍ୟ ପିଲାମାନେ ଖଣ୍ଡେ ବାଡ଼ି (ଡାବଲ) ଓ ଖଣ୍ଡେ ଛୋଟ କାଠିଦ୍ୱାରା ଖେଳିବା ଖେଳ —A game played by urchins and cowherd boys with a stick and a small peg.