ଡାବୁ

ଉଇକିଅଭିଧାନ‌ରୁ

ଡାବୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡାବ୍ୱୁ—ଅନ୍ୟରୂପ)

ପ୍ରାଦେଶିକ - (ଗଞ୍ଜାମ ଓ କଟକ ସହର) ବିଶେଷ୍ୟ - (ତେଲଗୁ ଶବ୍ଦ)[ସମ୍ପାଦନା]

୧. ଧନ; ଅର୍ଥ —୧. Money.
୨. ନଗଦ ପଇସା —୨. Cash.
୩. (ଗଞାମ) ପଇସା —୩. Pice.

୪ : (ଗଞାମ) ଚାରି ପାହୁଲା —୪. Four pies.