ଡାମର
ଦେଖଣା
ଡାମର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତନ୍ତ୍ର ଗ୍ରନ୍ଥବିଶେଷ — One of the works on Tantra.
[ ଦ୍ର—ଏହା ଶିବକଥିତ ଶାସ୍ତ୍ର ଏଥିର ଛଅ ଭାଗ ଅଛି— ଯୋଗ ଡାମର, ଶିବ ଡାମର, ଦୁର୍ଗା ଡାମର, ସାରସ୍ୱତ ଡାମର, ବହ୍ମ ଡାମର ଓ ଗନ୍ଧର୍ବ ଡାମର ଉଡ୍ଡୀଶ, ଡାମର ଆଦି ତନ୍ତ୍ରରେ ମୋହନ, ବଶୀକରଣ, ଉଚ୍ଚାଟନ, ମାରଣ ଆଦି ଅଭିଚାର ମନ୍ତ୍ର ଓ ପ୍ରୟୋଗ ଆଦି ଲେଖାଁ ଅଛି ]
ଦେଶଜ - ବିଶେଷଣ -
[ସମ୍ପାଦନା]ଉଦ୍ଧତ; ଅବିନୀତ —Impertinent.