ଡାମରା

ଉଇକିଅଭିଧାନ‌ରୁ

ଡାମରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -[ସମ୍ପାଦନା]

ଶହର ଶହରୁଣୀମାନେ ଜଙ୍ଗଲରୁ କାଟିବା ଜାଳ କାଠକୁ ଲଇରେ ବିଡା ବାନ୍ଧି ସାରିବା


(ଡାମେରା—ଅନ୍ୟରୂପ) ପରେ ଉକ୍ତ ବିଡାକୁ ମଜଭୁତ କରିବା ପାଇଁ ପଛଆଡୁ ତା ମଝିରେ ଗେଞ୍ଜିବା ଖଣ୍ଡିଏ ଲମ୍ୱା କାଠ —A long wedge of wood thrust into a bundle of faggots after the fuel is cut and tied into a bundle (to make the bundle tight and ready for being carried on the head).

[ ଦ୍ର—ଯେପରି ବଢ଼ିଣା ମୁଠା ବାନ୍ଧି ସାରି ତା ପଛଆଡୁ ଖଣ୍ଡେ ଗେଞ୍ଜଣା ବା ଖୀଲ ପୁରାଇ ବାଡ଼ିଆ ଯାଏ, ସେହିପରି ଏହା କାଠ— ବିଡ଼ାରେ ଦିଆଯାଏ, ମାତ୍ର ଡାମରା ବଢ଼ିଣାର ଖୀଲଠାରୁ ବଡ଼ ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଡାମରା କୁଆ (ଦେଖ) - Ḍāmarā kuā (See)