Jump to content

ଡାମ୍ଫଣିଆଁ

ଉଇକିଅଭିଧାନ‌ରୁ

ଡାମ୍ଫଣିଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ଭ)

[ସମ୍ପାଦନା]

ଧାନ କିଆରିରେ ହେବା ଏକ ପ୍ରକାର ଲମ୍ୱ ଓ ମୁନିଆଁ ଘାସ —A kind of grass growing in the paddy field.

[ ଦ୍ର—ଏହା ଆଶ୍ୱିନ ମାସରେ ବିଲରେ ଉଠେ ଏହାର ଗୋଟିଏ ମାତ୍ର ଟାଣୁଆଁ କାଣ୍ଡ; ଏହା ଏକ ଫୁଟ ବଢ଼େ, ଅଗ ମୁନିଆଁ ]