ଡାଲମା

ଉଇକିଅଭିଧାନ‌ରୁ

ଡାଲମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମୁଗ ବା ହରଡ ଡାଲି ସଙ୍ଗେ ପରିବା ପକାଇ କରାଯିବା ତରକାରୀ; ଡାଲନା —A sort of curry prepared by boiling vegetables with pulse.