ଡାଲା

ଉଇକିଅଭିଧାନ‌ରୁ

ଡାଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡଲ୍ଲକ=ବଂଶାଦି ନିର୍ମିତ ପାତ୍ର)[ସମ୍ପାଦନା]

୧. ବଡ ଚିଙ୍ଗୁଡ଼ି; ତାଟ —୧. A large tray of wicker work.
୨. ଭୋଗ ସାମଗ୍ରୀ ଓ ଫୁଲଆଦି ରଖିବା ପାଇଁ ବ୍ୟବହୃତ ବାଉଁଶ ନିର୍ମିତ ଅଗଭୀର ପାତ୍ର — ୨. A shallaw tray for keeping flowers and offerings.


ଅନୁବାଦ[ସମ୍ପାଦନା]

୩. (ଡାଲାମାନଙ୍କରେ ଏମାନ ପଠା ଯାଉଥିବାରୁ) ସିଧା; ସଞ୍ଚା; ବନ୍ଧୁବାନ୍ଧବ, ହାକିମହୁକୁମା, ଅତିଥି, ଭଦ୍ରଲୋକ ଓ ଭୋଟଦାତାମାନଙ୍କ ନିକଟକୁ ଆଦର, ସମ୍ମାନ, ଅନୁଗ୍ରହ ଓ ଇଲେକ୍ସନ୍ ଭୋଟ୍ରେ ଆକର୍ଷଣାର୍ଥ ବିଶିଷ୍ଟ ପର୍ବଆଦି ଉପଲକ୍ଷରେ ପଠାଯିବା ଖାଦ୍ୟସାମଗ୍ରୀଚୟପୂର୍ଣ୍ଣ ଉପଢୋକନ ବା ଭେଟୀ —୩. Dalee; present of fuits etc sent to relatives, friends, officials and voters on special or festive occasions or before elections.
୪. ବାକ୍ସ ବା ପେଡି ଆଦିର ଢାଙ୍କୁଣୀ — ୪. The cover of a box or basket.
୫. ବାକ୍ସ, ଟେବୁଲ୍ ଓ ଆଲମାରି ଆଦିର ଦରାଜ — ୫. The drawyer of a box, table or almira.