ଡାଲି

ଉଇକିଅଭିଧାନ‌ରୁ

ଡାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଦଳିତ; ଦାଳି; ଦାଳୀ=ଶମୀଧାନ୍ୟ)[ସମ୍ପାଦନା]

୧. ରଗଡା ମୁଗ ଆଦି ଶସ୍ୟ —୧. Split pease.

[ଦ୍ରଷ୍ଟବ୍ୟ —ରଗଡା ହୋଇଥିବା ଶସ୍ୟର ନାମ ପରେ ଏହି ପଦ ବସେ ଯଥା—ମୁଗଡାଲି, ବିରିଡାଲି, ହରଡ଼ଡାଲି, ଖେସାରିଡାଲି ଇତ୍ୟାଦି ]

୨. ରଗଡ଼ା ଓ ଚୋପାଛଡ଼ା ମୁଗଆଦିର ତିଅଣ; ଜାଇ ତିଅଣ; ହାପୁ —୨. Soup made of split pease.
୩. ଡାଲା; ବନ୍ଧୁଆଦିଙ୍କ ନିକଟକୁ ପ୍ରେରିତ ଖାଦ୍ୟସାମଗ୍ରୀ— ସମ୍ୱଳିତ ଉପଢୌକନ —୩. Present of fruits and victuals sent to friends in a tray; dalee.

ଦେଇଅଛି ଡାଲି ଭରି ମେବା ନାନା ରାଧାନାଥ. ଦରବାର

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଶସ୍ୟାଦି ରଖିବା ପାଇଁ ବେତ ବା ବାଉଁଶ ପାତିଆର ବଡ ଟୋକେଇ — Big wicker-baskets for storing grain.

ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -[ସମ୍ପାଦନା]

ଶବରମାନେ ରାଜା ବା ରାଜ— କର୍ମଚାରୀଙ୍କୁ ଯେଉଁ ପରିବା ଆଦି ଭେଟି ଦିଅନ୍ତି; ଭେଟି — Vegetables and fruits presented to the Raja or officials by Ṣabaras or people living in jungles.