ଡାଲି ଭାତ

ଉଇକିଅଭିଧାନ‌ରୁ

ଡାଲି ଭାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ+ଭକ୍ତ)[ସମ୍ପାଦନା]

୧. ଭୋଜନାର୍ଥ ପ୍ରସ୍ତୁତ ଡ଼ାଲି ଓ ଭାତ — ୧. Boiled pulse and rice used for meal.
୨. ଶୂଦ୍ର ଘରର ଖିରି ପିଠା — ୨. A Ṡūdra's caste-dinner.

[ଦ୍ରଷ୍ଟବ୍ୟ —ବଡ଼ଲୋକମାନଙ୍କ ଭୋଜୀରେ 'କ୍ଷୀରୀ ଓ ପିଠା' ଆଦି ସାମଗ୍ରୀ ଖାଇବାକୁ ମିଳେ ଓ ଗରୀବ ଲୋକମାନଙ୍କ ଭୋଜୀ ବା ଜାତି— ଭାତରେ ଜାତିଭାଇଙ୍କୁ 'ଡ଼ାଲି ଓ ଭାତ' ଖାଇବାକୁ ମିଳେ ଏଥିପାଇଁ 'ଡାଲିଭାତ'ତ ଏକ ଅର୍ଥ ହାଟୁଆ ଓ ଗରୀବ ଲୋକଙ୍କର ଜାତି— ଭାଇମାନଙ୍କୁ ଦେବା ଭୋଜୀ ବଡ଼ ଲୋକମାନଙ୍କ ଭୋଜୀକୁ ଖିରି ପିଠା ବୋଲାଯାଏ ]