ଡାଲି ରୁଟୀ
ଦେଖଣା
ଡାଲି ରୁଟୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଭାରତର ଉତ୍ତରପଶ୍ଚିମ ଦେଶବାସୀଙ୍କର ଖାଦ୍ୟର ୨ଟି ପ୍ରଧାନ ସାମଗ୍ରୀ) ଡାଲି ଓ ରୁଟୀ — ୧. Soup of pulses and bread; the (two chief ingredients of the food of the people of Northwestern India).
- ୨. (ଲକ୍ଷଣାର୍ଥ) ଜୀବିକା — ୨. (figurative) Livelihood.