ଡାଳ
ଦେଖଣା
ଡାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଦଳିକ; ଦାରୁ)
[ସମ୍ପାଦନା]- ୧. ବୃକ୍ଷଶାଖା — ୧. Bough; branch (of a tree).
- ୨. (ଲକ୍ଷଣାର୍ଥ) ଋଣ ଦିଆଯାଇଥିବା ମୂଳଧନ ଉପରେ ହିସାବ ହେବା ସୁଧ —୨. (figurative) Interest accruing on capital.
- ୩. (ଲକ୍ଷଣାର୍ଥ) ସନ୍ତାନ ସନ୍ତତି — ୩. (figurative) Offspring.