ଡାଳଭଙ୍ଗା କୋଶ

ଉଇକିଅଭିଧାନ‌ରୁ

ଡାଳଭଙ୍ଗା କୋଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଡାଳ ଖଣ୍ଡେ ଭାଙ୍ଗି ହାତରେ ନେଇ ଯେତେଦୂର ପଥ ଗଲା ପରେ ତାହା ଝାଉଁଳି ପଡେ ସେତିକି ଦୂରତ୍ନ; ପ୍ରାୟ ୩ମାଇଲ — A distance of about ୩ miles rougly determined by the withering of a fresh branch which a traveller carries during the journey.