ଡାଳି

ଉଇକିଅଭିଧାନ‌ରୁ

ଡାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଓ. ଡାଳଶବ୍ଦରୁ କ୍ଷୁଦ୍ରାର୍ଥେ ଇ)[ସମ୍ପାଦନା]

୧. ଛୋଟ ଡାଳ —୧. Small branch.

ତୋରଣା ପ୍ରାୟେ ପତ୍ର ଡାଳି ଭୂପତି. ପ୍ରେମପଞ୍ଚାମୃତ

୨. ଶାଖା ବା ଡାଳ ଆକୃତିରେ କରାଯିବା ଚିତ୍ର — ୨. Painting or picture drawn in the shape of branches.
୩. ସବାରି ଓ ଗାଡ଼ିର ଆଗ ପାଖରେ ଲଣ୍ଠନ ଖଞ୍ଜିବା ନିମନ୍ତେ ଏବଂ କାନ୍ଥରେ ଦେବାଲ୍ ଗିରୀ ଖଞ୍ଜିବା ନିମନ୍ତେ ବୃକ୍ଷ— ଶାଖାକୃତି ଯେଉଁ ବକ୍ର ଧାତୁମୟ ଶଳାକା ଲାଗିଥାଏ — ୩. A metal bracket attached to a carriage, palki or wall to put lanterns on it; bracket-like pegs.
୪. ତରାଜୁର ଦଣ୍ଡୀର ପ୍ରତ୍ୟେକ ଅଧ —୪. The half portion of a weighing yard on each side of the pivot or central hole.
୫. ନିଆଁ ଜଳୁଥିବା ଉମ୍ଭେଇ —୫. An earthen pot with fire burning in it; fire pan.
୬. ଏକପ୍ରକାର ପାରିଧି ବା ଶିକାର ପ୍ରଣାଳୀ; ଡାଳି ପାରିଧି; ଡାଳି ବେଣ୍ଟ (ଏଥିରେ ଶିକାରୀମାନେ ମୁଣ୍ଡ ଉପରେ ଜଳନ୍ତାନିଆଁର ଉମ୍ଭେଇ ରଖି ବଣରେ ବୁଲନ୍ତି ଓ ଅଗ୍ନି— ଶିଖାକୁ ଦେଖି ମୃଗମାନେ ପାଖକୁ ଧାଇଁ ଆସିଲେ ତାଙ୍କୁ ବନ୍ଧୁକ ବା ଧନୁ ମାରନ୍ତି) —୭. A kind of hunting (in which a burning fire pan is carried over the head, when wild animals (deer) are attracted by the moving light and are shot down when they come near).

ଜଳେ କି ତହିଁ ଜ୍ୱଳନ କାମ ଡାଳି ବହି ଆସୁଥିଲା ଉପମାକୁ ସେ ବୀମା ଲଭଇ ଭଞ୍ଜ. ଲାବଣ୍ୟବତୀ