ଡାଳିଆ

ଉଇକିଅଭିଧାନ‌ରୁ

ଡାଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ ବା ଦାର)[ସମ୍ପାଦନା]

୧. ଛୋଟ ଡାଳ — ୧. Small branch.
୨. ପତ୍ରବିହୀନ ସରୁଡାଳମାନ —୨. Small boughs or branches when shorn of leaves.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ମାଟିତିଆରି କ୍ଷୁଦ୍ର କଳସି; ଘଡ଼ି — Small earthern water jug.