Jump to content

ଡାଳିମ୍ୱ ଦଶନା

ଉଇକିଅଭିଧାନ‌ରୁ

ଡାଳିମ୍ୱ ଦଶନା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଦାଡ଼ିମ୍ୱ+ଦଶନ)

[ସମ୍ପାଦନା]

ଯେଉଁ ସ୍ତ୍ରୀର ଦାନ୍ତ ଡାଳିମ୍ୱ ମଞ୍ଜିପରି ସୁନ୍ଦର — A woman having teeth as graceful as the pomegranate seed.