ଡାଳି ଓରା

ଉଇକିଅଭିଧାନ‌ରୁ

ଡାଳି ଓରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚଉକ ଉରା—ଅନ୍ୟରୂପ)

ପ୍ରାଦେଶିକ - (ଗଞ୍ଜାମ, ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ପାଞ୍ଚଶେଣିଆଁ ବା ସାତଶେଣିଆଁ ଘରର ସର୍ବ ନିମ୍ନ ଉରାର ଉପରେ ଯେଉ ଉରାମାନ ଥାଏ —The lesser cross-beams in a five-plated or seven-plated thatched house.