Jump to content

ଡାଳି ପଣସ

ଉଇକିଅଭିଧାନ‌ରୁ

ଡାଳି ପଣସ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ଜାତୀୟ ପଣସ (ଏହା ସାଧାରଣତଃ ଗଛର ଗଣ୍ଡିରେ ନ ଫଳି ଡ଼ାଳରେ ଫଳେ) — A kind of jack-fruit which is borne on the branches of the tree (instead of on the trunk).

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଜାତୀୟ ପଣସ ଅପେକ୍ଷା ଉତ୍କୃଷ୍ଟ ଓ ସୁସ୍ୱାଦୁ ]