ଡାଳି ମହୁ

ଉଇକିଅଭିଧାନ‌ରୁ

ଡାଳି ମହୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗଛର ଡାଳରେ ମହୁମାଛିମାନେ ବାନ୍ଧିଥିବା ଫେଣାରୁ ସଂଗୃହୀତ ମଧୁ —Honey from hives made on branches of trees.

[ଦ୍ରଷ୍ଟବ୍ୟ —ମହୁମାଛିମାନେ ମହୁ ଫେଣା କରିବା ସ୍ଥାନବିଶେଷର ନାମ ଅନୁସାରେ ମହୁର ନାମ ଦିଆଯାଇ ଥାଏ ଯଥା—କାନ୍ଥମହୁ, କୋରଡ଼ ମହୁ, ଡାଳି ମହୁ, ବାଉଁଶ ମହୁ ମହୁମାଛିମାନଙ୍କ ନାମ ଅନୁସାରେ ମଧ୍ୟ ମହୁର ନାମ ଦିଆଯାଇ ଥାଏ ଯଥା— ବାଘୁଆ, ନିକୃଟି ଫେଣାର ଆକାର ଅନୁସାରେ ମଧ୍ୟ ବିଞ୍ଚିଣୀ, ସାତ— ଫେଣିଆଁ ଇତ୍ୟାଦି ନାମକରଣ ହୋଇଥାଏ]