ଡାଳି ହଳଦି
ଦେଖଣା
ଡାଳି ହଳଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାଳି ହଳଦି
|
ଦେଶଜ - ବିଶେଷ୍ୟ - (ଦାରୁହରିଦ୍ରା)
[ସମ୍ପାଦନା]ଦାରୁହରିଦ୍ରା; ଦାରୁହଳଦି — A medicinal plant of yallowish wood; Berberis Aristala; Cascinium Fenestratum
[ଦ୍ରଷ୍ଟବ୍ୟ —ଏହା ହିମାଳୟର କଣ୍ଟକୀ କ୍ଷୁପବିଶେଷ ଏହାର କାଠ ଓ ମୂଳ ହଳଦିଆ, ପିତା ଲାଗେ ମୂଳ ଔଷଧରୂପେ ବ୍ୟବହୃତ ହୁଏ ଏହା ନେତ୍ର— ରୋଗ, କର୍ଣ୍ଣରୋଗ ଓ ମୁଖରୋଗବିନାଶକ ]