ଡାଳୁଅ

ଉଇକିଅଭିଧାନ‌ରୁ

ଡାଳୁଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦାଳୁଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗ୍ରୀଷ୍ମକାଳରେ ଉତ୍ପାଦିତ ଏକପ୍ରକାର ଧାନ; ଦାରୁଅ — A species of paddy grown in summer.

[ଦ୍ରଷ୍ଟବ୍ୟ —ଏ ଧାନର ଚାଉଳ ମୋଟା ଏବଂ ଗୁରୁପାକ ଖରାଦିନେ କ୍ଷେତକୁ ପାଣି ବୁହାଇ ଏ ଧାନ ଫସଲକୁ ବଞ୍ଚାଯାଏ ଡାଳୁଅ ଲାଗି କନାଶିରା ପାଣି ପିଇବା ନ୍ୟାୟ—ଗ୍ରୀଷ୍ମକାଳରେ ଲୋକେ ଡାଳୁଅ ଫସଲକୁ ବଞ୍ଚାଇବା ନିମନ୍ତେ ବିଲକୁ ପାଣି ବୋହିବାରୁ ଉକ୍ତ କିଆରିରେ ଥିବା କନାସିରା ଗଛ ମଧ୍ୟ ପାଣି ପାଇ ବଞ୍ଚିଯାଏ ସେହିପରି ଜଣେ ବ୍ୟକ୍ତର ଉପକାର ହେବା ସଙ୍ଗେ ସଙ୍ଗେ ଯଦି ଅନ୍ୟ ବ୍ୟକ୍ତି ଉପକୃତ ହୁଏ, ତେବେ ଏହି ପ୍ରବଚନ ପ୍ରୟୋଗ କରାଯାଏ ]