ଡାଳ ଚିନି

ଉଇକିଅଭିଧାନ‌ରୁ

ଡାଳ ଚିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡାଳଚିଣି, ଡାଳଚେନି, ଡାଳଚେଣିଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାରୁଚିନି)[ସମ୍ପାଦନା]

ଗୁଡତ୍ୱକ; ବୃକ୍ଷବିଶେଷର ସୁମିଷ୍ଟ ସୁବାସ ବଲ୍କଳ —Cinnamon; Cinnamonum Zeylanicum; Cinnamoni Bartex.

[ ଦ୍ର—ଏ ବୃକ୍ଷର ପତ୍ର ମୋଟା ଓ ପତ୍ରର ପିଠି ଚିକ୍କଣ ଏହା ଦକ୍ଷିଣ ଭାରତରେ ଜନ୍ମେ ତେଜପତ୍ରର ଗଛ ଦେଖିବାକୁ ଡାଳଚିନିର ଗଛ ପରି କେହି କେହି ତେଜପତ୍ର ଗଛର ବକଳକୁ ଡାଳଚିନି ବୋଲି ଭ୍ରମ କରନ୍ତି ]


ଅନୁବାଦ[ସମ୍ପାଦନା]

ବୈଦ୍ୟକ ଅନୁସାରେ ଏହା କଫ, ବାୟୁ, କଣ୍ଡୂ, ଆମଦୋଷ, ଅରୁଚି, ହୃଦ୍ରୋଗ, ବସ୍ତିରୋଗ, ବାତଜନିତ ଅର୍ଶ, କୃମି, ପୀନସ ଓ ଶୃକ୍ରରୋଗ ନାଶକ ଏହା ମୁଖଶୋଷ ଓ ତୃଷ୍ଣା ନିବାରକ ଡାଳଚିନିକୁ ଘୋରି କପାଳରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୁଏ ଡାଳଚିନି ତୈଳ ମଧ୍ୟ ଔଷଧରେ ଲାଗେ ଏହା ପାନ ଓ ତରକାରୀର ମସଲାରୂପେ ବ୍ୟବହୃତ ହୁଏ ]