ଡାଳ ମାକୁଡୀ

ଉଇକିଅଭିଧାନ‌ରୁ

ଡାଳ ମାକୁଡୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡାଳମାକଡ଼ୀ, ଡାଳମାଙ୍କଡ଼ୀ, ଡାଳମାଙ୍କୁଡ଼ୀଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ଏକ ଡାଳରୁ ଅନ୍ୟ ଡାଳକୁ ମାକଡ଼ଙ୍କ ପରି ଡେଇଁ ଖେଳିବା ପିଲାମାନଙ୍କ ଏକପ୍ରକାର ଖେଳ —୧. A game played by boys by jumping from bough to bough like monkeys.
୨. ଏକଡ଼ାଳରୁ ଅନ୍ୟ ଡାଳକୁ ଡେଇଁବା ମାକଡ଼; ଶାଖାମୃଗ — ୨. Monkey.
୩. ପିଲାମାନେ ଦେହରେ ଡାଳପତର ଗୁଡେଇ ହୋଇ ନାଚିବା ଖେଳ; ଡାଳଭୂତ —୩. A dance performed by boys putting a clock of leaves and branches round the body.

ପ୍ରାଦେଶିକ - (ଗଡ଼ଜାତ)[ସମ୍ପାଦନା]

ମେଘ ବର୍ଷା ନ ହେଲେ ଗୋଟିଏ ପିଲାର ସର୍ବାଙ୍ଗକୁ ଜାମୁଡ଼ାଳରେ ଗୁଡ଼ାଇ ତା ମୁଣ୍ଡରେ ଗୋଟାଏ ବେଙ୍ଗ ରଖି ବାଜା ବଜାଇ ଦାଣ୍ଡରେ ବୁଲାଇବା ରୀତି —A boy covered over with branches. of bleck-berry tree and going round the village, carrying a frog on the head, to invite rain in seasons of draught.

[ଦ୍ରଷ୍ଟବ୍ୟ —ସେହି ପିଲାର ମୁଣ୍ଡ ଉପରେ ଇନ୍ଦ୍ରରାଜାଙ୍କ ନାମ କରି ସମସ୍ତେ ହଳଦି ପାଣି ଢାଳନ୍ତି ଏହିପରି କଲେ ଗଡ଼ଜାତିଆ ସାଧାରଣ ଲୋକେ ବିଶ୍ୱାସ କରନ୍ତି ଯେ ଶୀର୍ଘ ଇନ୍ଦ୍ର, ବର୍ଷା କରିବେ ସେହି ସଜ୍ଜିତ ବାଳକକୁ ଡାଳମାକୁଡ଼ୀ ବୋଲାଯାଏ ]